G-7: ମୋଦୀ-ଟ୍ରମ୍ପଙ୍କ ସାକ୍ଷାତ ଉପରେ ବିଶ୍ୱର ନଜର
ଏଭିଆନ(ଫ୍ରାନ୍ସ): ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ତଥା ବିକଶିତ ଅର୍ଥନୀତିର ମହାମଞ୍ଚ ଜି-୭ ଶିଖର ସମ୍ମିଳନୀ -୨୦୨୬ ଫ୍ରାନ୍ସର ଏଭିଆନ-ଲେସ-ବାନ୍ସ ସହରରେ ଆଜିଠାରୁ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷର ସମ୍ମିଳନୀ ଏକ ଅତ୍ୟନ୍ତ ଜଟିଳ ଏବଂ ସମ୍ବେଦନଶୀଳ ଭୂ-ରାଜନୈତିକ ସ୍ଥିତି ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀ ଅବସରରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...